ଶାନ୍ତ ଓ ସବୁଜ ବଳୟ ମଧ୍ୟରେ ଅବସ୍ଥିତ ଢେଙ୍କାନାଳ ଆଇଟିଆଇ ଦକ୍ଷତା ତାଲିମ ପାଇଁ ଉପଯୁକ୍ତ ଅନୁଷ୍ଠାନ। ଏହି ତାଲିମ କେନ୍ଦ୍ରର ଉତ୍କର୍ଷତା ଦିନକୁ ଦିନ ବୃଦ୍ଧି ପାଇଚାଲିଛି। ତେଣୁ ଏହି ତାଲିମ କେନ୍ଦ୍ର ପ୍ରତି ଯୁବଗୋଷ୍ଠୀଙ୍କ ଆଗ୍ରହ ବୃଦ୍ଧି ପାଉଛି।
9861869560
ବୋରାପଡା, ଗହମାଖୁଣ୍ଟି, ଭାୟା-ଗୋବିନ୍ଦପୁର ଜିଲ୍ଲା-ଢେଙ୍କାନାଳ, ପିନ୍-୭୫୯୦୨୭
ପାଠ୍ୟକ୍ରମ ନାମ | ପାଠ୍ୟକ୍ରମ ଅବଧି | ସ୍ଥାନ ସଂଖ୍ୟା | ଯୋଗ୍ୟତା |
---|---|---|---|
ବିଦ୍ୟୁତ ଯନ୍ତ୍ରୀ | 24 ମାସରେ 5040 ଘଣ୍ଟା | 120 | ଦଶମ ଶ୍ରେଣୀ |
ଇଲେକ୍ଟ୍ରୋନିକ ମେକାନିକ | 24 ମାସରେ 5040 ଘଣ୍ଟା | 48 | ଦଶମ ଶ୍ରେଣୀ |
ଫିଟର | 24 ମାସରେ 5040 ଘଣ୍ଟା | 100 | ଦଶମ ଶ୍ରେଣୀ |
ମୋଟର ଗାଡି ମେକାନିକ | 24 ମାସରେ 5040 ଘଣ୍ଟା | 24 | ଦଶମ ଶ୍ରେଣୀ |
ଝଳେଇ ମିସ୍ତ୍ରୀ | 24 ମାସରେ 2520 ଘଣ୍ଟା | 60 | ଅଣ ମାଟ୍ରିକ |
କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ