ବିଶେଷ ସୂଚନା

  1. ଏହି ୱେବ ସାଇଟ  ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦ୍ଵାରା ଡିଜାଇନ ଏବଂ  ପ୍ରସ୍ତୁତ କରାଯାଇଛି । ଏହି ୱେବ୍ସାଇଟ ରେ ଦିଅ ଯାଇଥିବା ସମସ୍ତ ତହୟା କେବଳ ସୂଚନା ପାଇଁ ପ୍ରଦାନ କରାଯାଇଛି।ଆମେ ପ୍ରତ୍ଯେକ ତଥ୍ୟ କୁ ସଠିକ ରୂପେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛୁ। ତଥାପି, ଟେଲିଫୋନ ନମ୍ବର ,ପଦବୀରେ ଥିବା ଅଫିସର, ସେମାନଙ୍କ ନାମ ଆଦି ୱେବ୍ ସାଇଟ ରେ ଲେଖାହେବା ଏବଂ ପରବର୍ତୀ କାଳରେ ବଦଳି ଯାଇତାଇ ପରେ।ଏଥି ନିମନ୍ତେ କୌଣସି ଆଇନଗତ ଉତ୍ତରଦାୟିତ୍ଵଏହି ୱେବସାଇଟ ର ନାହିଁ.
  2. କେତେକ ଡକୁମେଣ୍ଟରେ ଲିଙ୍କ ଅନ୍ୟ ସାଇଟକୁ ଯାଉଛି। ସେସବୁ ସାଇଟର ସଠିକତା ପାଇଁ  ଆମେ ଦାୟୀ ନୁହେଁ। ଅନ୍ୟ ସାଇଟ କୁ ଦିଆଯାଉଥିବା ଲିଙ୍କ ସେହି ସାଇଟ ର ପ୍ରଚାର ପ୍ରସାର କିମ୍ବା କୌ ଣସୀ ଉତ୍ପାଦର ପ୍ରଚାର ପାଇଁ କରାଯାଇନାହିଁ।
  3. ଏହି ସାଇଟ୍ ରେ ଥିବା ବାହ୍ୟ ଲିଙ୍କର ବୈଧତା ଏବଂ ସେଗୁଡିକରେ ଯଦି ଭାଇରସ୍ ଥାଏ, ଏଥିପାଇଁ ଓଏସଡିଏ ଦାୟୀ ରହିବ ନାହିଁ।
  4. ସାଇଟର ଉନ୍ନତିକାରଣ ପାଇଁ ଆପଣଙ୍କର ପରାମର୍ଶ ସ୍ବାଗତଯୋଗ୍ୟ। ଆପଣଙ୍କୁ ଅନୁରୋଧ ଯଦି କୌଣସି ତ୍ରୁଟି ପରିଲକ୍ଷିତ କରନ୍ତି , ଆମକୁ ଅବଗତ କରନ୍ତୁ।

                                                                                                      ଆମ ସାଇଟକୁ ଆସିଥିବାରୁ ଧନ୍ୟବାଦ

                                                                                                    ୱେବସାଇଟ ପରିଚାଳନା ଟିମ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ