ଆଇଟିଆଇ କଟକ, ରାଜ୍ୟର ସୁନାମଧନ୍ୟ ପ୍ରତିଷ୍ଠାନମାନଙ୍କ ମଧ୍ୟରୁ ଅନ୍ୟତମ। ସିଟିଏସ ପାଠ୍ୟକ୍ରମ ଅଧୀନରେ ବର୍ତ୍ତମାନ ଏଠାରେ ୨୦ଟି ଭିନ୍ନଭିନ୍ନ ଟ୍ରେଡରେ ତାଲିମ ଦିଆଯାଉଛି। କ୍ରମାନ୍ଵୟ ଭାବେ ଭଲ କରୁଥିବାରୁ ବିଶ୍ଵସ୍ତରୀୟ ଶିଳ୍ପ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦକ୍ଷ ମାନବସମ୍ବଳ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ୨୦୧୫ ମସିହାରେ ଭାରତ ସରକାର ଏହି ପ୍ରାତିଷ୍ଠାନକୁ ସମ୍ମାନିତ କରିଥିଲେ।
8895945275
0671-2344922
ମଧୁପାଟଣା, ଜିଲ୍ଲା-କଟକ, ପିନ୍-୭୫୩୦୧୦
ପାଠ୍ୟକ୍ରମ ନାମ | ପାଠ୍ୟକ୍ରମ ଅବଧି | ସ୍ଥାନ ସଂଖ୍ୟା | ଯୋଗ୍ୟତା |
---|---|---|---|
ବଢେଇ | 12 ମାସରେ 2520 ଘଣ୍ଟା | 48 | ଅଣ ମାଟ୍ରିକ |
କମ୍ପ୍ୟୁଟର ଚାଳକ ଓ ପ୍ରୋଗ୍ରାମିଂ ସହଯୋଗୀ (ସିଓପିଏ) | 24 ମାସରେ 2520 ଘଣ୍ଟା | 72 | ଦଶମ ଶ୍ରେଣୀ |
ଡ୍ରଗଟ୍ସମ୍ୟାନ (ସିଭିଲ) | 24 ମାସରେ 5040 ଘଣ୍ଟା | 24 | ଦଶମ ଶ୍ରେଣୀ |
ଡ୍ରଗଟ୍ସମ୍ୟାନ (ମେକାନିକାଲ) | 24 ମାସରେ 5040 ଘଣ୍ଟା | 24 | ଦଶମ ଶ୍ରେଣୀ |
ବିଦ୍ୟୁତ ଯନ୍ତ୍ରୀ | 24 ମାସରେ 5040 ଘଣ୍ଟା | 260 | ଦଶମ ଶ୍ରେଣୀ |
ଇଲେକ୍ଟ୍ରୋନିକ ମେକାନିକ | 24 ମାସରେ 5040 ଘଣ୍ଟା | 48 | ଦଶମ ଶ୍ରେଣୀ |
ଫିଟର | 24 ମାସରେ 5040 ଘଣ୍ଟା | 260 | ଦଶମ ଶ୍ରେଣୀ |
ଫାଉଣ୍ଡରୀମ୍ଯାନ ଟେକନିସିଆନ | 12 ମାସ | 20 | ଆଇଟିଆଇ |
ସୂଚନା ଯୋଗାଯୋଗ ଟେକ୍ନୋଲୋଜି ସିଷ୍ଟମ ରକ୍ଷଣାବେକ୍ଷଣ | 12 ମାସ | 24 | ଆଇଟିଆଇ |
ଉପକରଣ ମେକାନିକ | 24 ମାସରେ 5040 ଘଣ୍ଟା | 24 | ଦଶମ ଶ୍ରେଣୀ |
ଯନ୍ତ୍ର ନିର୍ମାତା | 24 ମାସରେ 5040 ଘଣ୍ଟା | 80 | ଦଶମ ଶ୍ରେଣୀ |
ମୋଟର ଗାଡି ମେକାନିକ | 24 ମାସରେ 5040 ଘଣ୍ଟା | 144 | ଦଶମ ଶ୍ରେଣୀ |
ରେଫ୍ରିଜିରେସନ ଓ ଏୟାରକଣ୍ଡିସନିଂ ମେକାନିକ | 24 ମାସରେ 5040 ଘଣ୍ଟା | 24 | ଦଶମ ଶ୍ରେଣୀ |
ମେକାନିକ ଡିଜେଲ | 12 ମାସରେ 2520 ଘଣ୍ଟା | 72 | ଦଶମ ଶ୍ରେଣୀ |
ଚିତ୍ରକର (ସାଧାରଣ) | 12 ମାସରେ 5040 ଘଣ୍ଟା | 20 | ଅଣ ମାଟ୍ରିକ |
ଉତ୍ପାଦନ ଓ ପ୍ରସ୍ତୁତିକରଣ କ୍ଷେତ୍ର (ସିଓଈ) | 6 ମାସ | 126 | ଆଇଟିଆଇ |
ଟର୍ଣ୍ଣର | 24 ମାସରେ 5040 ଘଣ୍ଟା | 80 | ଦଶମ ଶ୍ରେଣୀ |
ଝଳେଇ ମିସ୍ତ୍ରୀ | 24 ମାସରେ 2520 ଘଣ୍ଟା | 120 | ଅଣ ମାଟ୍ରିକ |
ୱୟାରମ୍ୟାନ | 24 ମାସରେ 5040 ଘଣ୍ଟା | 20 | ଅଣ ମାଟ୍ରିକ |
କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ