ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ସ୍ୱତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ପଞ୍ଜିକରଣ

ସୂଚନା :

  1. ଏହି କୋର୍ସ ପାଇଁ ପଞ୍ଜିକରଣ 'ଫାଷ୍ଟ କମ୍ ଫାଷ୍ଟ ସର୍ଭ' ନୀତିରେ କରାଯିବ। ଯେଉଁ ପର୍ଯ୍ୟନ୍ତ ମାଗଣା ପଞ୍ଜିକରଣ ଲଗିନ ବ୍ୟବସ୍ଥା ଚାଲୁ ଅଛି, ସେ ପର୍ଯ୍ୟନ୍ତ ପଞ୍ଜିକରଣ କରିହେବ।
  2. କୋରସେରା ପାଠ୍ୟକ୍ରମରେ ମାଗଣା ପଞ୍ଜୀକରଣର ଶେଷ ତାରିଖ ୨୯ ସେପ୍ଟେମ୍ବର ୨୦୨୦ ଅଟେ, ଏହି ତାରିଖ ପରେ ପଞ୍ଜିକରଣ ଅବଧି ଶେଷ ହୋଇଯିବ।
  3. ଆପଣ ଦେଇଥିବା ଫୋନ ନମ୍ବର ଏବଂ ଇ ମେଲ ଠିକଣା ସମ୍ପୂର୍ଣ ସଠିକ ହୋଇଥିବା ଉଚିତ ଏବଂ ସେଗୁଡିକୁ ଆପଣ ନିୟମିତ ବ୍ୟବହାର କରୁଥିବା ଆବଶ୍ୟକ।
  4. ଆପଣ ଏହି ପୋର୍ଟାଲରେ ପଞ୍ଜିକରଣ କରିବା ପରେ ନିୟମିତ ବ୍ୟବଧାନରେ ନିଜ ଇ-ମେଲକୁ କୋରସେରାରୁ ଏକ ଆକ୍ଟିଭେସନ ଲିଙ୍କ ପାଇବା ପାଇଁ ଦେଖୁ ଥାଆନ୍ତୁ।
  5. ଆପଣ ଉକ୍ତ ଆକ୍ଟିଭେସନ ଲିଙ୍କ ପାଇବା ପରେ, ଦିଆଯାଇଥିବା ପଦ୍ଧତି ମାଧ୍ୟମରେ କୋରସେରା ପୋର୍ଟାଲକୁ ପ୍ରବେଶ କରନ୍ତୁ।ଏହାପରେ ଆପଣ ନିଜ କୋର୍ସ କରିବା ପାଇଁ ପ୍ରସ୍ତୁତ ହୋଇପାରିବେ।
  6. ମନେ ରଖନ୍ତୁ, ଏହି ପୋର୍ଟାଲ।ବ୍ୟବହାର କରି ପଢିବା ପାଇଁ ଆପଣଙ୍କର ଶେଷ ତାରିଖ ୩୦ ଡିସେମ୍ବର ,୨୦୨୦। ଏହି ତାରିଖ ପରେ ଆପଣ ଭି ପୋର୍ଟାଲକୁ ଆଉ ବ୍ୟବହାର କରିପରବେ ନାହିଁ, ତେଣୁ ଉପରୋକ୍ତ ସମୟସୀମା ମଧ୍ୟରେ ଆପଣ ଚୟନ କରିଥିବା କୋର୍ସ ଏବଂ ସାର୍ଟିଫିକେସନକୁ ସମାପ୍ତ କରିବାକୁ ଚେଷ୍ଟା କରନ୍ତୁ।
  7. କୋରସେରା ଦ୍ୱାରା ପ୍ରଦତ୍ତ ସମସ୍ତ ଉନ୍ନତ ମାନର କୋର୍ସର ତାଲିକା ଏଠାରୁ ଦେଖିହେବ।

7834

ମୋଟ ପେଜ୍ ଭିଜିଟରଙ୍କ ସଂଖ୍ୟା

କପି ସଂରକ୍ଷିତ ©2020 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ