ଦକ୍ଷତା ସୁନିଶ୍ଚିତ କରନ୍ତୁ।

ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା :

  • ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ଵାରା ଆୟୋଜିତ ହେବାକୁ ଥିବା ଲେଭଲ -୨ ସ୍କିଲ ଟେଷ୍ଟ ରେ ମୁଁ ମୋ ଦ୍ଵାରା ଚୟନ କରାଯାଇଥିବା ଟ୍ରେଡ଼ରେ ଯୋଗ ଦେବାକୁ ଇଛୁକ।
  • ଆୟୋଜକଙ୍କ ଦ୍ଵାରା ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ ଏହି ଲେଭଲ-୨ ଟେଷ୍ଟ ପାଇଁ ମୁଁ ପରୀକ୍ଷାସ୍ତଳକୁ ଯିବି।
  • ଏହି ଟେଷ୍ଟ ପାଇଁ ପଞ୍ଜୀକରଣ ସମୟରେ ମୋ ଦ୍ଵାରା ପ୍ରଦାନ କରାଯାଇଥିବା ସମସ୍ତ ତଥ୍ୟ ସତ୍ୟ ଓ ଜ୍ଞାତସାରରେ ପ୍ରଦତ୍ତ ଏବଂ ଏହି ପଞ୍ଜିକରଣ ତଥ୍ୟର ଦାୟିତ୍ଵ ମୁଁ ବହନ କରୁଛି। ଆୟୋଜକ ମାନେ ଯେକୌଣସି ସମୟରେ ଏହି ତଥ୍ୟକୁ ଯାଞ୍ଚ କରିପାରିବା ସହ ଆବଶ୍ୟକ ସ୍ଥଳେ ଉପଯୁକ୍ତ ପଦକ୍ଷେପ ନେଇପାରନ୍ତି।

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ