ଦକ୍ଷତା ପ୍ରତିଯୋଗୀତା / କେନ୍ଦ୍ର ବିବରଣୀ

ଦକ୍ଷତା ପ୍ରତିଯୋଗୀତା / କେନ୍ଦ୍ର ବିବରଣୀ ପରୀକ୍ଷା କେନ୍ଦ୍ର ତାଲିକା ୦୮ ଫେବୃଆରୀ ୨୦୨୦ ପାଇଁ



ପ୍ରଥମ ପର୍ଯ୍ୟାୟ ପରୀକ୍ଷାପାଇଁ ନିର୍ଦ୍ଦେଶ


  1. ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ଯୋଗ୍ୟତା ପୁରଣ କରିବା ସହ, ସମସ୍ତ ଆବଶ୍ୟକୀୟ କାଗଜପତ୍ରର ସଠିକ ଯାଞ୍ଚ ପରେ ପରୀକ୍ଷା ଦେଇପାରିବେ।
  2. ପରୀକ୍ଷାର୍ଥୀ ଫର୍ମାଲ ବେଶ ପୋଷାକରେ କଳା ଜୋତା ପିନ୍ଧି ଅସିବେ
  3. ନିର୍ଘଣ୍ଟ ସମୟର ଏକ ଘଣ୍ଟା ପୂର୍ବରୁ ପରୀକ୍ଷା ହଲ କୁ ଆସିବେ। ଟ୍ରାଫିକ୍ ସମସ୍ୟାକୁ ଏଡ଼ାଇବା ପାଇଁ ହାତରେ ଯଥେଷ୍ଟ ସମୟ ରଖି ସେମାନଙ୍କୁ ଆସିବାକୁ ଅନୁରୋଧ।
  4. ପରୀକ୍ଷା ଆରମ୍ଭହବାର ୧୫ ମିନିଟ ପୂର୍ବରୁ ହଲର ଦ୍ୱାର ବନ୍ଦ କରାଯିବ। ଦ୍ୱାର ବନ୍ଦ ହେବା ପରେ କୌଣସି ପରିସ୍ଥିତିରେ ଭିତରକୁ ପ୍ରବେଶ ନିଷେଧ।
  5. ପରୀକ୍ଷା ଶେଷହେବା ପୂର୍ବରୁ କୌଣସି ପରୀକ୍ଷାର୍ଥୀଙ୍କୁ ହଲ ଛାଡିଯିବାର ଅନୁମତି ଦିଅ ଯିବନାହିଁ।
  6. ଦୟାକରି ନିଜ ସାଙ୍ଗରେ ଅରିଜିନାଲ ପ୍ରମାଣପତ୍ର ଆଣନ୍ତୁ।
  7. ପରୀକ୍ଷା କେନ୍ଦ୍ରକୁ କିମ୍ବା ଏହାର ଆଖପାଖକୁ କୌଣସି ଇଲେକ୍ଟ୍ରୋନିକ୍ସ ବସ୍ତୁ ଯଥା ମୋବାଇଲ ଫୋନ ବ ଅନ୍ୟ କୋୖଣସି ଗ୍ୟାଜେଟ ଆଣିବା ନିଷେଧ।
  8. ପରୀକ୍ଷା କେନ୍ଦ୍ର ଓ ଏହାର ଚାରିପାଖକୁ କୌଣସି ବ୍ୟାଗ ଆଣିବା ନିଷେଧ। ପରୀକ୍ଷା ହଲ ଭିତରକୁ ନିଶାଦ୍ରବ୍ୟ , ଖାଇବାଜିନିଷ କିମ୍ବା ପାଣି ବୋତଲ ଆଣିବା ନିଷେଧ।
  9. ନକହିବା ପର୍ଯ୍ୟନ୍ତ ପରୀକ୍ଷାଖାତାରେ ଉତ୍ତର ଲେଖନ୍ତୁ ନାହିଁ।
  10. ନିଶ୍ଚିନ୍ତ କରନ୍ତୁଯେ ଟେଷ୍ଟ ବୁକଲେଟ ରେ ଉତ୍ତର ଆ ଭ୍ C ଢ୍ ଭାବେ ଅଛି। ନିଜ ଅନୁସାରେ ଠିକ ଉତ୍ତରରେ ଚିହ୍ନ ଦିଅନ୍ତୁ।
  11. ଗୋଟିଏ ପ୍ରଶ୍ନର ଏକରୁ ଅଧିକ ଉତ୍ତର ଏହାକୁ ଖାରଜ କରିଦେବ
  12. ପରୀକ୍ଷାର୍ଥୀ ନିଶ୍ଚିତବରୁପେ ନିଜ ସହ କଳା କିମ୍ବା ବ୍ଲୁ ରଙ୍ଗ ଚାଲୁଥିବା ବଲ ପଏଣ୍ଟ ପେନ ଆଣିବେ। ପେନସିଲ ରେ ଲେଖିବା ସମ୍ପୂର୍ଣ୍ଣ ନିଷେଧ।
  13. ଟେଷ୍ଟ ବୁକଲେଟରେ ଦିଆଯାଇଥିବା ରଫ ପେଜ୍ ରେ ହି ପରୀକ୍ଷାର୍ଥୀମାନେ ରଫ କରିବାକୁ ବ୍ୟବହାର କରିବେ।
  14. ପରୀକ୍ଷାର୍ଥୀମାନେ କୌଣସି ପ୍ରକାରର ଅନ୍ୟ କାଗଜ ନିଜ ପାଖେ ରଖିବେ ନାହିଁ।ପରୀକ୍ଷା ମଝିରେ ଯଦି ଏପ୍ରକାର କୌଣସି କାଗଜ ପରୀକ୍ଷାର୍ଥୀଙ୍କ ଠାରୁ ଜବତ ହେଲା ତେବେ ସେ ପରୀକ୍ଷା ଦେବାରୁ ବର୍ଜିତ ହେବେ।
  15. ଯଦି ପରୀକ୍ଷାର୍ଥୀ ନିଜେ କପି କରୁଥିବେ କିମ୍ବା ଅନ୍ୟ କାହାକୁ ସାହାଯ୍ୟ କରିବା ସହ ପରୀକ୍ଷାହଲରେ ଅଭଦ୍ରୋଚିତ ବ୍ୟବହାର ଦେଖନ୍ତି ତେବେ ମଧ୍ୟସିଏ ପରୀକ୍ଷା ଦେବାରୁ ବର୍ଜିତ ହେବେ।
  16. ପରୀକ୍ଷା ସରିଲେ ନିଜର ବୁକଲେଟକୁ ପରୀକ୍ଷକଙ୍କୁ ପ୍ରଦାନ କରି ହଲ ଛାଡିବେ
  17. ପରୀକ୍ଷାର୍ଥୀ ସେମାନେ ବୁକଲେଟକୁ ନିଜ ସହ ନେବେ ନାହିଁ।
  18. ପରୀକ୍ଷାଜନିତ କୋୖଣସି ବିଷୟରେ ଜାଣିବାକୁ କିମ୍ବା ବୁଝିବାକୁ ଥିଲେ ,ପରୀକ୍ଷାକେନ୍ଦ୍ର ସୁପରିଟେନଡେଣ୍ଟଙ୍କୁ ଜଣାଇବାକୁ ଅନୁରୋଧ।

କପି ସଂରକ୍ଷିତ ©2020 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ