- ନବୀନ ପଟ୍ଟନାୟକ, ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା
- ସୁବ୍ରତ ବାଗଚୀ, ମାନ୍ୟବର ଅଧ୍ୟକ୍ଷ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ
- ପ୍ରେମାନନ୍ଦ ନାୟକ, ମାନ୍ୟବର ମନ୍ତ୍ରୀ ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
- ସଞ୍ଜୟ କୁମାର ସିଂ, କମିଶନର ତଥା ଶାସନ ସଚିବ,ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ
- ଏସ ଅଶ୍ୱଥ ନାରାୟଣ, ୱାଟର ଟେକ୍ନୋଲୋଜି
- ଶୁଭଲକ୍ଷ୍ମୀ ସୁବୁଦ୍ଧି, ପେଷ୍ଟ୍ରି ସେଫ୍
- ଜେନୋଫନ ଦାସ, ଟୁଲିଙ୍ଗ
- ହେମନ୍ତ ଟୁଡୁ, ସିଏନସି
- ଅନୁପ କୁମାର ଭାରତୀ, ଫୁଡ଼ ଆଣ୍ଡ ବେଭରେଜ
ଖବରରେ
02 ଅପ୍ରେଲ
ବ୍ରହ୍ମପୁରର ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀ ମାନେ ସ୍କ୍ରାପ୍ ବ୍ୟବହାର କରି ଓଡିଶାର ବୃହତ୍ତମ...
ନେତୃତ୍ଵ ବିକାଶ କାର୍ଯ୍ୟକ୍ରମ
ଦକ୍ଷତା ସହ ଜଡିତ କର୍ମଚାରୀ ଏବଂ ଆଇଟିଆଇ ଅଧକ୍ଷ୍ୟ ମାନଙ୍କ ପାଇଁ ଏହା ଏକ ଦୁଇ ସପ୍ତାହ ବ୍ୟାପୀ ତାଲିମ କାର୍ଯ୍ୟକ୍ରମ। ଏଥିରେ ସେମାନେ ଶିକ୍ଷାର୍ଥୀଙ୍କ ସାମାଜିକ ବିକାଶ ସହ...
Odisha Skill Development Authority
ଶ୍ରେଷ୍ଠ ନିଯୁକ୍ତିଦାତା
ଶ୍ରେଷ୍ଠ ତାଲିମଦାତା
ଶ୍ରେଷ୍ଠ ଶିଳ୍ପ ତାଲିମ ଅନୁଷ୍ଠାନ
ଶ୍ରେଷ୍ଠ ଅଧିକାରୀ
ଟାଟା ଗୋଷ୍ଠୀର ଅନ୍ୟତମ ସଫଳ ରିଟେଲ ବ୍ୟବସାୟ ହେଉଛି ଟ୍ରେଣ୍ଟ । ୧୯୯୮ ରେ ସ୍ଥାପିତ ହୋଇଥିବା ଏହି ବ୍ରାଣ୍ଡ...
ଫେବୃଆରୀ ୨୦୧୮ ରେ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଅରେଞ୍ଜ କ୍ରସ ହେଉଛି କିଛି ସେବା ମନୋବୃତ୍ତି ଥିବା ପେଷାଦାରମାନଙ୍କ...
୧୯୫୮ ମସିହାରେ ଓଡ଼ିଶାର ରୌପ୍ୟ ନଗରୀ କଟକରେ ପ୍ରତିଷ୍ଠିତ ଏହି ଆଇଟିଆଇ ରାଜ୍ୟର ଅନ୍ୟତମ ପୁରାତନ ଆଇଟିଆଇ ମଧ୍ୟରୁ...
ବର୍ତ୍ତମାନ ରାଜ୍ୟରେ ଦକ୍ଷତା ବିକାଶ ର ମୁଖ୍ୟ ଲକ୍ଷ୍ଯ ଶିକ୍ଷାର୍ଥୀ ମାନଙ୍କୁ ବିଶ୍ଵସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ କରିବା...
ନାନୋ ୟୁନିକର୍ଣ୍ଣ “ସ୍କିଲ୍ଡ ଇନ ଓଡିଶା” ଅଧୀନରେ ଏକ ସ୍ଵତନ୍ତ୍ର ଉଦ୍ୟମ, ଯେଉଁଥିରେ ରାଜ୍ୟରେ ଔଦ୍ୟୋଗିକ ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ସ୍ଵାଧୀନ ଉଦ୍ୟୋଗରେ ପରିଣତ କରେ।
ଜାଣିବାକୁ ଚାହୁଁଛନ୍ତି କି ଦକ୍ଷତା ଆପଣଙ୍କ କ୍ଯାରିୟରକୁ କିପରି ବଦଳେଇପାରେ? ଆମକୁ ଲେଖନ୍ତୁ , ଆମେ ଆପଣଙ୍କ ସହ ଯୋଗାଯୋଗ କରିବୁ।
ବିଶ୍ଵର ସର୍ବଶ୍ରେଷ୍ଠ କୁଶଳୀଙ୍କୁ ନିଯୁକ୍ତ କରିବାକୁ ଚାହୁଁ ଛନ୍ତି କି? ଓଡ଼ିଶାରେ ଦକ୍ଷ ଶିକ୍ଷାର୍ଥୀ ବିଶ୍ବରେ ସର୍ବୋତ୍କୃଷ୍ଟ। ଏହି ଫର୍ମ ଭର୍ତ୍ତି କରି ଆପଣଙ୍କର ଆବଶ୍ୟକତା ଜଣାନ୍ତୁ
ଆପଣ କୌଶଳ ତାଲିମ ପ୍ରଦାନ କରନ୍ତି କି? ଆପଣଙ୍କର ପଞ୍ଜୀକୃତ ଅନୁଷ୍ଠାନ ଅଛି କି ? ଓଡିଶାରେ ଆପଣଙ୍କର ତାଲିମ ଅନୁଷ୍ଠାନ ଖୋଲିବାକୁ କରିବାକୁ ଚହୁଁଛନ୍ତି କି ? ଏହି ଫର୍ମ ପୂରଣ କରି, ଆପଣଙ୍କର ଉଦ୍ଦେଶ୍ୟ ସମ୍ପର୍କରେ ଜଣାନ୍ତୁ।
ଜାତୀୟ ଦକ୍ଷତା ବିକାଶ କର୍ପୋରେସନ ଦ୍ଵାରା ଇଣ୍ଡିଆ ସ୍କିଲ୍ସ ର ରାଜ୍ୟସ୍ତରୀୟ ପ୍ରତିଯୋଗୀତା ହେଲା ଓଡିଶା ସ୍କିଲ୍ସ ପ୍ରତିଯୋଗୀତା ୨୦୧୮। ୨୭-୨୯ ଅପ୍ରେଲ ମଧ୍ୟ ରେ ଦୁଇ ଦିନ ଧରି ଏହା ଭୁବନେଶ୍ବର ଅନୁଷ୍ଠିତ
କପି ସଂରକ୍ଷିତ ©2021 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ