ସମ୍ବଲପୁରର ହୀରାକୁଦ ସରକାରୀ ଆଇଟିଆଇରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏହା ଦକ୍ଷତା ଉପରେ ପର୍ଯ୍ୟବେସିତ ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅଟେ । ଏଥିରେ ସେହି ଆଇଟିଆଇର ଶିକ୍ଷାର୍ଥୀମାନେ ବିଭିନ୍ନ ଅଦରକାରୀ ପଦାର୍ଥରୁ ମଡେଲ ତିଆରି କରି ପ୍ରଦର୍ଶନ କରିଥିଲେ ।
ଆଡମିସନ ଟିଜର
To strengthen the mental skills of the #SkilledInOdisha champs going to represent #Odisha in the Regional Skill Comp 2021 at Patna, a 2 day mind strengthening boot camp was organised at World Skill Center by OSDA.
ଭୁବନେଶ୍ବରସ୍ଥିତ ସିଇଟି କଲେଜରେ କୃତ୍ରିମ ବୁଦ୍ଧିମତା ଉତ୍କର୍ଷ କେନ୍ଦ୍ରକୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ।
ଟାଟା ଇଲେକ୍ଟ୍ରୋନିକ୍ସର ସିଇଓ ଶ୍ରୀ ପି ରାଜା ମନିକମ୍ ଙ୍କ ବିଶ୍ଵ ଦକ୍ଷତା କେନ୍ଦ୍ର ପରିଦର୍ଶନ
ଡିଜିଟାଲ ସ୍କିଲିଙ୍ଗ
ବିଶ୍ଵ ଦକ୍ଷତା କେନ୍ଦ୍ରର ପ୍ରଥମ ବ୍ୟାଚର ଶୁଭାରମ୍ଭ କଲେ ସନ୍ତୃପ୍ତ ମିଶ୍ର
ଏହି ଗସ୍ତ ସମୟରେ ଶିକ୍ଷାର୍ଥୀମାନେ କମ୍ପାନୀମାନଙ୍କର କାର୍ଯ୍ୟଶୈଳୀ ସମ୍ପର୍କରେ ଅବଗତ ହୋଇଛନ୍ତି। ଏହା ସେମାନଙ୍କୁ କାମ କରିବା ପାଇଁ ବ୍ୟବହାରିକ ଦୃଷ୍ଟିକୋଣ ଦେବା ସହିତ ଭବବିନିମୟ ମାଧ୍ୟମରେ ସେମାନେ ଅନେକ କିଛି ଶିଖିବାକୁ ପାଇଥାନ୍ତି।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଇଣ୍ଡିଆ ସ୍କିଲ ୨୦୨୧ ବିଜେତାଙ୍କ ସମ୍ବର୍ଦ୍ଧନା
ବିଭିନ୍ନ ଜିଲ୍ଲାରେ ଥିବା ଆଇଟିଆଇ ଓ ତାଲିମ ସହଯୋଗୀଙ୍କ ପାଖକୁ ଯାଇଥିବା ଅଧ୍ୟକ୍ଷ ଏବଂ ଅନ୍ୟ ଅଧିକାରୀଙ୍କ ଗସ୍ତ ବେଳର ଦୃଶ୍ୟକୁ ଏଠାରେ ଦର୍ଶାଯାଇଛି। ସେଠାରେ ସେମାନେ ଶିକ୍ଷାର୍ଥୀ ଏବଂ ତାଲିମଦାତାଙ୍କ ସହ ସିଧାସଳଖ ଭାବ ବିନିମୟ କରିବା ସହ ଭିତ୍ତିଭୂମି ସମ୍ପର୍କରେ ଅବଗତ ହୋଇଛନ୍ତି।
ଦୀର୍ଘଦିନ ଧରି ଓଡ଼ିଶାର ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ କରୁଥିବା ଆଇଆଇଟିମାନଙ୍କ ବିଷୟରେ ଏଠାରେ ତଥ୍ୟ ଉପସ୍ଥାପନ କରାଯାଇଛି।
ଖପୁରିଆ ସରକାରୀ ଆଇଟିଆଇରେ ହୋଣ୍ଡା ମୋଟର୍ସର ଅତ୍ୟାଧୁନିକ କୌଶଳ ବୃଦ୍ଧି କେନ୍ଦ୍ର ଉଦ୍ଘାଟିତ।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ମାର୍ଚ୍ଚ ୫ ତାରିଖରେ ଭୁବନେଶ୍ବର ଠାରେ ଏକ ବିଶ୍ୱସ୍ତରୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନର ଉଦଘାଟନ କରିଥିଲେ। ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଅଗ୍ରଣୀ TVET ଇନଷ୍ଟିଚ୍ୟୁଟ୍, ଆଇଟିଇ (ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍) ସିଙ୍ଗାପୁର ମଡେଲ ରେ ତିଆରି ହୋଇଛି । ବର୍ତ୍ତମାନ ୮ଟି ପାଠ୍ୟକ୍ରମରେ ତାଲିମ ଆରମ୍ଭ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ଦେଢ ଲକ୍ଷରୁ ଉର୍ଦ୍ଧ୍ଵ ଯୁବଗୋଷ୍ଠୀଙ୍କୁ ତାଲିମ ଦେବାକୁ ଲକ୍ଷ୍ୟ ରହିଛି।
Odisha Tops India Skills 2021 National Competition With 51 Medals
ITI ଫେଷ୍ଟ ଏବଂ ପଲି ଫେଷ୍ଟ ୨୦୨୨
ଆଇଟିଆଇ ମାଲକାନଗିରି
ଆଇଟିଆଇ ସ୍ପାର୍କ
ରାଜ୍ୟର ସର୍ବବୃହତ ଦକ୍ଷତା ପ୍ରତିଯୋଗୀତା ଓଡିଶା ସ୍କିଲ୍ସ ୨୦୨୦ ଉଦ୍ଘାଟିତ।
ଗ୍ରାମୀଣ ଭାରତର ଦକ୍ଷତା ବିକାଶ- ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀଙ୍କର NIRD, ହାଇଦ୍ରାବାଦରେ ଭାଷଣ
ସ୍ୱଳ୍ପ ମୂଲ୍ୟ ଏବଂ ବିଦ୍ୟୁତ ସଞ୍ଚୟକାରୀ ଏଲଇଡି ବଲ୍ବ ପ୍ରସ୍ତୁତ କରିବା ପାଇଁ ଆଇଟିଆଇ, ବ୍ରହ୍ମପୁର ଇଲେକ୍ଟ୍ରିକାଲ୍ ଟ୍ରେଡର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା କରାଯାଇଥିବା ପ୍ରୟାସ।
ଆଇଟିଆଇ ଶିକ୍ଷାର୍ଥୀଙ୍କ ଦ୍ଵାରା ବର୍ଜ୍ୟବସ୍ତୁରୁ ନିର୍ମିତ କଳାକୃତିର ମ୍ୟୁଜିୟମ ବ୍ରହ୍ମପୁରରେ ଲୋକାର୍ପିତ।
ବୁଝାମଣା ସ୍ଵାକ୍ଷର
ବ୍ରହ୍ମପୁର ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଓ କେଉଁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର
ଟାଟା ଷ୍ଟ୍ରାଇଭ, ସିଇଓ ଶ୍ରୀମତୀ ଅନୀତା ରାଜନ ୨୦ ସେପ୍ଟେମ୍ବର, ୨୦୨୧ ରେ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିବାକୁ ଆସି ସେଠାରେ ଦକ୍ଷତା ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ।
Odisha sent a strong contingent of 85 participants who contested in 39 skills. Odisha won 23 gold and 20 silvers and emerged with flying colours.
ସରକାରୀ ଆଇଟିଆଇ ଏବଂ ଇଞ୍ଜିନିୟରିଂ କଲେଜ ରେ ପଢୁଥିବା ଶିକ୍ଷାର୍ଥୀଙ୍କୁ ଅଧିକ ଦକ୍ଷ କରିବାକୁ ରାଜ୍ୟ ସରକାର ଟାଟା ଷ୍ଟ୍ରାଇଭ ଏବଂ ଟେକ ମହିନ୍ଦ୍ରା ସହ ଭିନ୍ନ ଭିନ୍ନ କ୍ଷେତ୍ର ରେ ବୁଝାମଣା ପାତ୍ର ସ୍ଵାକ୍ଷର କରିଛନ୍ତି।
୨୦ ରୁ ୨୨ ଏପ୍ରିଲ ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡିଶା ସ୍କିଲ କନକ୍ଲେଭ ୨୦୨୩ ଆୟୋଜିତ ହୋଇଥିଲା।
ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ନେଇ ଦକ୍ଷ ମାନବସମ୍ବଳ ସୃଷ୍ଟି ସହିତ 'ସ୍କିଲ୍ଡ ଇନ୍ ଓଡ଼ିଶା'କୁ ବିଶ୍ଵସ୍ତରୀୟ ବ୍ରାଣ୍ଡରେ ପରିଣତ କରିବା ଉଦେଶ୍ୟରେ ଓଏସଡ଼ିଏର ଶୁଭାରମ୍ଭ।
ରାଜ୍ୟର ଯୁବଗୋଷ୍ଠୀଙ୍କ ମଧ୍ୟରେ ଦକ୍ଷତା ବିକାଶ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ୩୦ଟି ଜିଲ୍ଲାରେ ଦକ୍ଷତା ରଥ ପରିଭ୍ରମଣ କରିଛି। ଦକ୍ଷତା ବିକାଶ ମାଧ୍ୟମରେ ରାଜ୍ୟରେ ଦକ୍ଷ ମାନବ ସମ୍ବଳର ବିକାଶ କରିବା ସହିତ ‘ସ୍କିଲ୍ଡ ଇନ୍ ଓଡ଼ିଶା’କୁ ଏକ ବିଶ୍ଵସ୍ତରୀୟ ବ୍ରାଣ୍ଡରେ ପରିଣତ କରିବା ହେଉଛି ଆମ ଲକ୍ଷ୍ୟ।
ଦକ୍ଷତା ପ୍ରତିଯୋଗିତା
ଓଡ଼ିଶାରେ ଦକ୍ଷତା ବିକାଶ ପାଇଁ ଓଏସଡ଼ିଏ ଗ୍ରହଣ କରିଥିବା ପଦକ୍ଷେପ
"ସ୍କିଲ୍ଡ ଇନ ଓଡ଼ିଶା" ଦକ୍ଷତା ବିକାଶ ମାଧ୍ୟମରେ ଓଡିଶାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ଓଡିଶା ସରକାରଙ୍କ ଏକ ପଦକ୍ଷେପ।
ଜେକେ ପେପର ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଏବଂ ଏ ଆଇଏମଏ ର ସଭାପତି ଶ୍ରୀ ହର୍ଷପତି ସିନ୍ଘାନିଆଙ୍କ ବିଶ୍ଵ ଦକ୍ଷତା କେନ୍ଦ୍ର ପରିଦର୍ଶନ
ଏମାନେ ସମସ୍ତେ ନିଜ କ୍ଷେତ୍ର ରେ ପ୍ରତିଷ୍ଠିତ ଏବଂ ଆଗାମୀ ପୀଢି ପାଇଁ ପ୍ରେରଣା। ସେମାନଙ୍କୁ ଦକ୍ଷତା ବିକାଶ ପ୍ରାଧିକରଣ ତରଫ ରୁ ସମ୍ମାନିତ କରଯାଇଥିଲା।
ଏସଟିପିଆଇ ପଲ୍ସ: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷଙ୍କ ସହ ୱେବିନାର
ଇମ୍ଫା ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କ ବିଶ୍ଵ ଦକ୍ଷତା କେନ୍ଦ୍ର ପରିଦର୍ଶନ
ସ୍କିଲ ଷ୍ଟୋରି ଓଫ ଓଡ଼ିଶା
UN Women, India Country Representative, Susan Jane Ferguson called on Subroto Bagchi, Chairman Odisha Skill Development Authority (OSDA) in her first visit to Odisha.
କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ବିଶ୍ଵ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି
ବିଶ୍ୱ ଦକ୍ଷତା କେନ୍ଦ୍ର, ଭୁବନେଶ୍ବରରେ ଅନୁଷ୍ଠିତ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଓଡିଶା ଦକ୍ଷତା ପ୍ରତିଯୋଗିତା -୨୦୨୧ ର ଦ୍ଵିତୀୟ ସଂସ୍କରଣର ପୁରସ୍କାର ପ୍ରଦାନ ସମାରୋହ
5ଏଫ ୱାର୍ଲ୍ଡ ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଗଣେଶ ନଟରାଜନଙ୍କ ବିଶ୍ଵ ଦକ୍ଷତା କେନ୍ଦ୍ର ପରିଦର୍ଶନ
ବିଶ୍ଵ ଦକ୍ଷତା କେନ୍ଦ୍ର
ଫଟୋରେ ବିଶ୍ଵ ଦକ୍ଷତା ପ୍ରତିଯୋଗିତା , କାଜାନ। ଏହି ପ୍ରତିଯୋଗିତାରେ ୪୨ଜଣିଆ ଭାରତୀୟ ଦଳ ରେ ଓଡିଶାରୁ ୩ ଜଣ ସ୍କିଲ ଚାମ୍ପ- ଅଶ୍ଵଥ ନାରାୟଣ ,ଅବିନାଶ ସ୍ଵାଇଁ ଏବଂ ଜେନୋଫୋନ ଦାସ ସ୍ଥାନ ପାଇଥିଲେ। ଅଶ୍ଵଥ ନାରାୟଣ ୱାଟର ଟେକନୋଲଜି ଭଳି ନୂଆ ବିଭାଗରେ ଦେଶ ପାଇଁ ପ୍ରଥମ ଏବଂ ଏଯାବତ ଏକମାତ୍ର ସ୍ବର୍ଣ ଜିତିଥିଲେ।
କପି ସଂରକ୍ଷିତ ©2023 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ